ସଞ୍ଜୟଙ୍କୁ ପୁଣି ଝଟକା

0

ନୂଆଦିଲ୍ଲୀ : ଦିଲ୍ଲୀର ଏକ୍ସାଇଜ୍‌ ପଲିସି ମାମଲାରେ ଗିରଫ ହୋଇଥିବା ଆମ୍‌ ଆଦମୀ ପାର୍ଟି ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କୁ ଦିଲ୍ଲୀର ରାଉସ୍‌ ଆଭେନ୍ୟୁ କୋର୍ଟରେ ହାଜର କରାଯାଇଥିଲା । ଦିଲ୍ଲୀର ରାଉସ୍‌ ଆଭେନ୍ୟୁ କୋର୍ଟ ଆପ ନେତା ସଞ୍ଜୟ ସିଂଙ୍କୁ ନଭେମ୍ବର ୧୦, ୨୦୨୩ ପର୍ଯ୍ୟନ୍ତ ଅଧିକ ନ୍ୟାୟିକ ହେପାଜତକୁ ପଠାଇଛନ୍ତି । ଦିଲ୍ଲୀ ଏକ୍ସାଇଜ୍‌ ପଲିସି ମାମଲାରେ ତାଙ୍କୁ ଅକ୍ଟୋବର ୪ ରେ ଇଡି ଗିରଫ କରିଥିଲା ।

Leave A Reply

Your email address will not be published.