ନୂଆଦିଲ୍ଲୀ(ଆମ ଟିଭି): ଭାରତୀୟ ଖେଳାଳୀ ଶୁଭମନ ଗିଲଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଥିଲା । ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ । ବର୍ତ୍ତମାନ ସମୟରେ ମିଳିଥିବା ସୂଚନା ଅପୁଯାୟୀ, ସେ ଏକେ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି।
ପୂର୍ବରୁ ଗିଲଙ୍କଚ ଡେଙ୍ଗୁ ହେବା ଫଳରେ ପ୍ଲେଟଲେଟ୍ ଖସିଯିବା କାରଣରୁ ଚେନ୍ନାଇର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। କିନ୍ତୁ ବର୍ତ୍ତମାନ ନ୍ୟୁଜ୍ ଏଜେନ୍ସି ପିଟିଆଇ ବିସିସିଆଇ ସୂତ୍ରରୁ ସୂଚନା ଦେଇଛି ଯେ ଡିସଚାର୍ଜ ହେବା ପରେ ସେ ହୋଟେଲକୁ ଫେରିଛନ୍ତି।