ପ୍ରଚାର ବେଳେ ସାଂସଦଙ୍କୁ ଛୁରା ମାଡ

0

ତେଲେଙ୍ଗାନା ସାଂସଦ କୋଠା ପ୍ରଭାକର ରେଡ୍ଡିଙ୍କୁ ଛୁରାମାଡ। ପ୍ରଚାର ସମୟରେ ସାଂସଦଙ୍କ ଉପରକୁ ଛୁରାମାଡ କରାଯାଇଛି। ଏଥିରେ ତାଙ୍କ ପେଟରେ ଆଘାତ ଲାଗିଥିବା ବେଳେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ସାଂସଦ ପ୍ରଭାବକ ରେଡ୍ଡି।

ଆସନ୍ତା 30ରେ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ। ଏଥିପାଇଁ ପ୍ରଚାର-ପ୍ରସାରରେ ଲାଗିପଡିଛନ୍ତି ବିଭିନ୍ନ ରାଜନୈତିକ ଦଳ। ଏହିପରିପ୍ରେକ୍ଷୀରେ ଆଜି ସିଡ୍ଡିପେଟ ଜିଲ୍ଲାରେ ପ୍ରଚାର କରୁଥିଲେ ବିଆରଏସ୍ ସାଂସଦ ପ୍ରଭାକର ରେଡ୍ଡି। ଏହି ସମୟରେ ଜଣେ ଅଜଣା ବ୍ୟକ୍ତି ତାଙ୍କୁ ଛୁରାମାଡ କରିଥିବା ସୂଚନା ମିଳିଛି।

Leave A Reply

Your email address will not be published.