ଦିଲ୍ଲୀରୁ ଫେରିବା ପରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ବଡ଼ ବୟାନ

0

ଭୁବନେଶ୍ୱର (ଆମ ଟିଭି): ଖୁବ୍ ଶୀଘ୍ର ଆସିବ ବିଜେପିର ପ୍ରାର୍ଥୀ ତାଲିକା ଆସିବ । ନୂଆଦିଲ୍ଲୀରୁ ଫେରିଲା ପରେ ଗୁରୁବାର ରାତିରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଗଣମାଧ୍ୟମକୁ ଏହି ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ, ମେଣ୍ଟ ସମ୍ପର୍କରେ ଯାହା ହେବ ତାହା ଜଣାଇ ଦିଆଯିବ ।

ମେଣ୍ଟ ନେଇ ବରିଷ୍ଠ ନେତା ଅମିତ ଶାହ କହିସାରିଛନ୍ତି । ଓଡିଶାରେ ବିଧାନସଭା ଓ ଲୋକସଭା ପ୍ରାର୍ଥୀଙ୍କ ନାଁ ଖୁବଶୀଘ୍ର ଘୋଷଣା ହେବ ବୋଲି କହିଛନ୍ତି ମନମୋହନ ସାମଲ ।

Leave A Reply

Your email address will not be published.