ବଙ୍ଗୋପସାଗରରେ ଶକ୍ତିଶାଳୀ ଭୂମିକମ୍ପ

0

ନୂଆଦିଲ୍ଲୀ (ଆମ ଟିଭି): ବଙ୍ଗୋପସାଗରୁ ଏକ ବଡ଼ ଖବର ଆସିଛି । ବଙ୍ଗୋପସାଗରରେ ଏକ ଶକ୍ତିଶାଳୀ ଭୂମିକମ୍ପ ସୃଷ୍ଠି ହୋଇଛି । ବଙ୍ଗୋପସାଗରରେ ଭୂମିକମ୍ପ । ବିଳମ୍ବିତ ରାତିରେ ମଝି ସମୁଦ୍ରରେ ଭୂମିକମ୍ପ ଅନୁଭୂତ। ଭାରତ ଓ ଶ୍ରୀଲଙ୍କା ଉପକୂଳରୁ କିଛି କିଲୋମିଟର ଦୂରରେ ଏହାର କେନ୍ଦ୍ର ରହିଛି। ଭୂମିକମ୍ପର ତୀବ୍ରତା ୪.୪ ରହିଥିବା ବେଳେ ଏହାର ପ୍ରଭାବ ୭୦ କିଲୋମିଟର ଗଭୀରତା ଏବଂ ୮୪.୧୨ କିମି ବିସ୍ତାରିତ ଅଞ୍ଚଳରେ ଅନୁଭୂତ ହୋଇଛି।

ନ୍ୟାସନାଲ ସେଣ୍ଟର ଫର୍ ସେସମୋଲୋଜି ଏକ୍ସ ପ୍ଲାଟଫର୍ମରେ ଏନେଇ ସୂଚନା ଦେଇଛି। ଏହାସହ କୌଣସି କ୍ଷୟକ୍ଷତିର ସୂଚନା ନାହିଁ ।

Leave A Reply

Your email address will not be published.