ସୁଭଦ୍ରା ଭଉଣୀ ହେବେ ଉଦ୍ୟୋଗୀ, ରାଜ୍ୟ ସରକାର ନେବେ ପଦକ୍ଷେପ

0

ଭୁବନେଶ୍ୱର(ଆମ ଟିଭି): ସୁଭଦ୍ରା ଭଉଣୀ ହେବେ ଉଦ୍ୟୋଗୀ। ରାଜ୍ୟ ସରକାର ଏ ଦିଗରେ ସମସ୍ତ ପ୍ରକାର ପଦକ୍ଷେପ ନେବେ। ଏହାକୁ ନେଇ ରାଜ୍ୟ ସରକାର ମତ ଲୋଡ଼ିଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ସ୍ୱତନ୍ତ୍ର Media Intercationରେ କହିଛନ୍ତି ସୁଭଦ୍ରା ଯୋଜନାରେ ମହିଳାମାନଙ୍କ ଜୀବନରେ କିଭଳି ପରିବର୍ତ୍ତନ ଆସି ପାରିବ ତାହା ଉପରେ ସରକାର ବିଚାରବିମର୍ଶ କରୁଛନ୍ତି।

ସୁଭଦ୍ରା ଯୋଜନାର ପ୍ରତି ମହିଳା ହିତାଧିକାରୀଙ୍କୁ ଉଦ୍ୟୋଗୀ ଦିଗରେ ସରକାର ଚେଷ୍ଟା କରିବା ସହ ସହଯୋଗ କରିବେ। ସୁଭଦ୍ରା ଯୋଜନାରେ ସମୁଦାୟ ୧ କୋଟି ୯ ଲକ୍ଷ ୮୭ ହଜାର ୮୯୪ ଜଣ ପଞ୍ଜୀକୃତ କରିଛନ୍ତି।

Leave A Reply

Your email address will not be published.