ଅଲାରନାଥ ମନ୍ଦିର ପରିଦର୍ଶନ କଲେ ୫ଟି ସଚିବ, ଭିତ୍ତିଭୂମି ବିକାଶ ପାଇଁ କଲେ ଆଲୋଚନା Rasmi Ranjan Aug 11, 2022 0 ଭୁବନେଶ୍ବର(ଆମ ଟିଭି): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫ଟି ସଚିବ ଭି. କେ ପାଣ୍ଡିଆନ ଆଜି ଅପରାହ୍ନରେ ଅଲାରନାଥ ମନ୍ଦିର ପରିଦର୍ଶନ କରିଛନ୍ତି। ଶ୍ରୀ ପାଣ୍ଡିଆନ୍…