Browsing Tag

#amatv

ଆସନ୍ତା ୫ରୁ ଦରବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇବ କଂଗ୍ରେସ

ଭୁବନେଶ୍ୱର(ଆମ ଟିଭି ): ଆସନ୍ତା ୫ରୁ ଦରବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇବ କଂଗ୍ରେସ। ଏହାସହ ରାଜଭବନ ଘେରାଉ କରିବ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ ଚେତାବନୀ ଦେଇଛନ୍ତି।…

ରାଗିଂମୁକ୍ତ ହେବ ଶିକ୍ଷାନୁଷ୍ଠାନ, ଚିଠି ଲେଖିଲା ଉଚ୍ଚଶିକ୍ଷା ବିଭାଗ

ଭୁବନେଶ୍ୱର (ଆମ ଟିଭି): ଏଣିକି ରାଗିଂମୁକ୍ତ ହେବ ଶିକ୍ଷାନୁଷ୍ଠାନ। ଏନେଇ ରାଜ୍ୟର ସମସ୍ତ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟକୁ ଚିଠି ଲେଖି ଅବଗତ କଲା ଉଚ୍ଚଶିକ୍ଷା ବିଭାଗ। ରାଗିଂ ରୋକିବାକୁ…

ରାଷ୍ଟ୍ରପତିଙ୍କୁ ଭେଟିଲେ ଓଡ଼ିଶା ବିଧାୟକ ଟିମ୍‌, ଉପହାର ଦେଲେ ମହାପ୍ରସାଦ ସହ ଓଡ଼ିଆ କଳାକୃତି

ନୂଆଦିଲ୍ଲୀ(ଆମ ଟିଭି) ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଅଭିନନ୍ଦନ ଜଣାଇଲେ ଓଡ଼ିଶା ବିଧାୟକ। ଆଜି ରାଇସିନା ହିଲରେ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି ୨୪ ଜଣିଆ ବିଧାୟକ ଟିମ୍‌। ଓଡ଼ିଶା…

କମନୱେଲଥ ଗେମ୍-୨୦୨୨: ଟେବୁଲ ଟେନିସ ପୁରୁଷ ଟିମ୍ ଇଭେଣ୍ଟରେ ବି ଭାରତକୁ ସ୍ୱର୍ଣ୍ଣ

ନୂଆଦିଲ୍ଲୀ(ଆମ ଟିଭି): କମନୱେଲଥ ଗେମରେ ଭାରତକୁ ମିଳିଛି ପଞ୍ଚମ ସ୍ୱର୍ଣ୍ଣ । ଟେବୁଲ ଟେନିସ ପୁରୁଷ ଟିମ୍ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ହାତେଇଛି ଭାରତୀୟ ଦଳ । ସିଙ୍ଗାପୁରକୁ ୩-୧ ଗେମରେ ହରାଇ…

ଓଡ଼ିଶା ପାଇଁ ଖୁସି ଖବର: ଗୋପ ମାଟି ତଳେ ପେଟ୍ରୋଲ ଓ ଗ୍ୟାସ

ପୁରୀ(ଆମ ଟିଭି):  ଗୋପ ଅଂଚଳର ମାଟି ତଳେ ପେଟ୍ରୋଲ ଓ ପ୍ରାକୃତିକ ଗ୍ୟାସର ସନ୍ଧାନ ମିଳିବା ଓଡ଼ିଶା ତଥା ଦେଶ ପାଇଁ ଖୁସି ଖବର ଆଣି ଦେଇଛି । କୁହାଯାଉଛି ପେଟ୍ରୋଲ ଉତ୍ପାଦନ ଆରମ୍ଭ ହେଲେ…

କଳିଙ୍ଗ ଷ୍ଟାଡିୟମରେ ପିଟାପିଟି ହେଲେ ଦୁଇ ଦେଶର ଖେଳାଳି

ଭୁବନେଶ୍ୱର(ଆମ ଟିଭି): କଳିଙ୍ଗ ଷ୍ଟାଡିୟମରେ ଫୁଟବଲ ମ୍ୟାଚ୍ ବେଳେ ଅଭାବନୀୟ ସ୍ଥିତି ଦେଖିବାକୁ ମିଳିଛି। ଆଜି ନେପାଳ ଓ ବାଂଲାଦେଶ ମଧ୍ୟରେ ମ୍ୟାଚ୍ ଚାଲିଥିବା ବେଳେ  ଦୁଇ ଦେଶର ଖେଳାଳିଙ୍କ…

କମନୱେଲଥ ଗେମ୍: ଲନ୍ ବଲରେ ପ୍ରଥମ ଥର ପାଇଁ ସ୍ୱର୍ଣ୍ଣ ଜିତିଲା ଭାରତ

ନୂଆଦିଲ୍ଲୀ(ଆମ ଟିଭି): କମନୱେଲଥ ଗେମରେ ଭାରତକୁ ମିଳିଲା ଆଉ ଏକ ସ୍ବର୍ଣ୍ଣ। ଇତିହାସ ରଚିଲେ ଭାରତୀୟ ମହିଳା ଟିମ । ଲନ୍ ବଲ ଇଭେଣ୍ଟର ଫାଇନାଲ ମୁକାବିଲାରେ ଭାରତ, ଦକ୍ଷିଣ ଆଫ୍ରିକାକୁ ମାତ…

ମନ୍ କି ବାତ୍ ରେ ମୋଦିଙ୍କ ଆହ୍ବନ କ୍ରମେ ତ୍ରିରଙ୍ଗାମୟ ହେଉଛି ସୋସିଆଲ ମିଡିଆ

ନୂଆଦିଲ୍ଲୀ(ଆମ ଟିଭି): ୭୫ତମ ସ୍ବାଧିନତା ଦିବସକୁ ଆଉ ଆଳ୍ପ କେଇଟା ଦିନର ଅପେକ୍ଷା। ତେଣୁ ଦେଶବାସୀ ପାଳୁଛନ୍ତି ଆଜାଦି କା ଅମୃତ ମହୋତ୍ସବ ।ଏହି ଆବସରରେ ତ୍ରୀରଙ୍ଗାମୟ ହେଉଛି ସୋସିଆଲ…

ପ୍ରଧାନମନ୍ତ୍ରୀଙ୍କୁ ୫ ବର୍ଷର ଝିଅର ଚିଠି: ପେନସିଲ୍‌ ଓ ରବର ରେଟ୍ ମହଙ୍ଗା ହୋଇଯାଇଛି, ମାଗିଲେ ମା’ ମାରୁଛି

ନୂଆଦିଲ୍ଲୀ(ଆମ ଟିଭି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୫ ବର୍ଷର ଝିଅର ଚିଠି। ଉତ୍ତର ପ୍ରଦେଶର କନୌଜ୍‌ରେ ରହୁଥିବା ୫ ବର୍ଷର ଏକ ଝିଅ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ନିଜର ମନ କଥା…

ବାଚସ୍ପତିଙ୍କ ଘୋଷଣା ପରେ ଆନୁଷ୍ଠାନିକ ଭାବେବିରୋଧୀ ଦଳ ନେତା ଆସନରେ ବସିଲେ ଜୟ ନାରାୟଣ ମିଶ୍ର

ଭୁବନେଶ୍ୱର(ଆମ ଟିଭି): ବାଚସ୍ପତିଙ୍କ ଘୋଷଣା ପରେ ଆନୁଷ୍ଠାନିକ ଭାବେବିରୋଧୀ ଦଳ ନେତା ଆସନରେ ବସିଲେ ଜୟ ନାରାୟଣ ମିଶ୍ର।  ଦାୟିତ୍ୱ ଗ୍ରହଣ ପରେ ବାଚସ୍ପତି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।…