Browsing Tag

#amatv

ବିଜୁ ପଟ୍ଟନାୟକ କ୍ରୀଡା ସମ୍ମାନ ୨୦୨୧ ଘୋଷଣା: ଦେବାଶିଷ ମହାନ୍ତିଙ୍କୁ ଜୀବନବ୍ୟାପୀ ଅବଦାନ ପୁରସ୍କାର

ଭୁବନେଶ୍ୱର(ଆମ ଟିଭି): ଘୋଷଣା ହେଲା ୨୦୨୧ ପାଇଁ ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର । କ୍ରିକେଟ ତାରକା ଦେବାଶିଷ ମହାନ୍ତିଙ୍କୁ ଜୀବନବ୍ୟାପୀ ଅବଦାନ ପାଇଁ ପୁରସ୍କାର ଘୋଷଣା ହୋଇଛି ।…

ଗେହେଲଟ୍‌ ହେବେ କଂଗ୍ରେସ ଅଧ୍ୟକ୍ଷ !

ନୂଆଦିଲ୍ଲୀ(ଆମ ଟିଭି): ୨୦୧୯ ଲୋକସଭା ନିର୍ବାଚନ ପରଠୁ କଂଗ୍ରେସର ପୂର୍ଣ୍ଣକାଳୀନ ଅଧ୍ୟକ୍ଷ କିଏ ହେବ ? କଂଗ୍ରେସ ପାଇଁ ଏହା ସବୁଠୁ ବଡ ପ୍ରଶ୍ନ ହୋଇ ରହିଛି। ରାହୁଲ ଗାନ୍ଧୀ ଅଧ୍ୟକ୍ଷ ପଦ…

ବିଧାନସଭାରେ ଅନାସ୍ଥା ପ୍ରସ୍ତାବ ଜିତିଲେ ନୀତୀଶ କୁମାର

ପାଟନା(ଆମ ଟିଭି): ବୁଧବାର ବିଜେପି ମେଣ୍ଟରୁ ଅଲଗା ହେବା ପରେ ବିହାର ବିଧାନସଭାରେ ଅନୁଷ୍ଠିତ ଅନାସ୍ଥା ପ୍ରସ୍ତାବ ଭୋଟରେ ବିଜୟ ହୋଇଛନ୍ତି ନୀତୀଶ କୁମାର। ଧ୍ୱନୀ ମତରେ ଏହି ଫ୍ଲୋର୍‌ ଟେଷ୍ଟ…

‘ବିଜେଡି-ବିଜେପି ମଧ୍ୟରେ ଅଘୋଷିତ ମେଣ୍ଟ ଚାଲିଛି’; ସୁର ରାଉତରାୟ

ଭୁବନେଶ୍ୱର ( ଆମ ଟିଭି ): ସୋମବାର କେନ୍ଦ୍ର ମନ୍ତ୍ରୀ ରାମଦାସ ଅଠାୱଲେ ଗଣମାଧ୍ୟମ ଜରିଆରେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକଙ୍କୁ ପ୍ରସ୍ତାବ ଦେଇଥିଲେ ଯେ, ନବୀନ ପଟ୍ଟନାୟକ ଏନ୍‌ଡିଏରେ ଥିବାବେଳେ…

ଶ୍ରୀମନ୍ଦିରର ରତ୍ନଭଣ୍ଡାର ସ୍ଥିତି ଅନୁଧ୍ୟାନ କରି ସତ୍ୟପାଠ ଦାଖଲ କରିବେ ଆମିକସକ୍ୟୁରୀ

କଟକ(ଆମ ଟିଭି): ଶ୍ରୀମନ୍ଦିରର ସୁରକ୍ଷା ଓ ମରାମତି ସଂପର୍କିତ ମାମଲାର ଶୁଣାଣି କଲେ ହାଇକୋର୍ଟ। ରତ୍ନଭଣ୍ଡାର ସାନି ସ୍ଥିତି ସଂପର୍କରେ ଅବଗତ କରିବାକୁ ଆମିକସକ୍ୟୁରୀଙ୍କୁ ଦେଲେ ନିର୍ଦ୍ଦେଶ…

ଇସ୍ତଫା ଦେଲେ ବିହାର ବିଧାନସଭାର ବାଚସ୍ପତି ବିଜୟ ସିହ୍ନା

ପାଟନା(ଆମ ଟିଭି): ଇସ୍ତଫା ଦେଲେ ବିହାର ବିଧାନସଭାର ବାଚସ୍ପତି ବିଜୟ ସିହ୍ନା । ଆଜି ନୀତିଶ ସରକାର ବିଧାନସଭାରେ ଫ୍ଲୋର ଟେଷ୍ଟ ଦେବା ପୂର୍ବରୁ ନିଜ ପଦରୁ ବିଜୟ ସିହ୍ନା ଇସ୍ତଫା ଦେଇ…

ସେପ୍ଟେମ୍ବରରେ ପ୍ରେକ୍ଷାଳୟକୁ ଆସିବ ନୂଆ ଓଡିଆ ଚଳଚ୍ଚିତ୍ର ‘ଏଇ ବୋଧେ ଭଲପାଇବା’

ଭୁବନେଶ୍ବର(ଆମ ଟିଭି): ପ୍ରେକ୍ଷାଳୟ ଆଡ଼କୁ ଅଗ୍ରସର ହେଉଛି ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଏଇ ବୋଧେ ଭଲପାଇବା’। ଓଡ଼ିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ରଂଜନ କୁମାର ଦାସଙ୍କ…

ଚୀନକୁ କ୍ରିକେଟ ଶିଖାଇବ ଭାରତ, କୋଲକାତାରେ ଖେଳାଳି ନେବେ ଟ୍ରେନିଂ

ନୂଆଦିଲ୍ଲୀ(ଆମ ଟିଭି): ଚୀନକୁ କ୍ରିକେଟ ଶିଖାଇବ ଭାରତ। କ୍ରିକେଟ ମଇଦାନରେ ଦୁଇ ଦେଶ ଏକାଠି ନଜର ଆସିପାରନ୍ତି । ଭାରତ ବର୍ତ୍ତମାନ ଚୀନକୁ କ୍ରିକେଟ ଖେଳ ଶିଖାଇବ । ଏଥିପାଇଁ ଉଭୟ ଦେଶ ରାଜି…

ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ, +୨ରେ ହେବ ତ୍ରୟ-ମାସିକ ପରୀକ୍ଷା

ଭୁବନେଶ୍ବର(ଆମ ଟିଭି): ଏଣିକି ଯୁକ୍ତ ୨ରେ ହେବ ତ୍ରୟ-ମାସିକ ପରୀକ୍ଷା । ରାଜ୍ୟରେ ଚଳିତ ୨୦୨୨-୨୩ ଶିକ୍ଷା ବର୍ଷରେ ପରୀକ୍ଷା କରାଯିବା ନେଇ ନିଷ୍ପତ୍ତି ହୋଇଛି । ତେଣୁ ପ୍ରତି ତିନି ମାସରେ…

ଯୋଗଗୁରୁ ବାବା ରାମଦେବଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ, ଏଲୋପାଥି ଚିକିତ୍ସାକୁ ନେଇ ଦେଇଥିଲେ ବିବାଦୀୟ ବୟାନ

ନୂଆଦିଲ୍ଲୀ(ଆମ ଟିଭି): ଯୋଗଗୁରୁ ବାବା ରାମଦେବଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ। କୋର୍ଟ କହିଛନ୍ତି ନିଜର ଚିକିତ୍ସା ପଦ୍ଧତିକୁ ଭଲ କହି ଏଲୋପାଥିକ ଚିକିତ୍ସାକୁ ବଦନାମ କରିପାରିବେ ନାହିଁ…