ଟ୍ୱିଟର, ଫେସବୁକ ପରେ ୧୦ ହଜାର କର୍ମଚାରୀଙ୍କୁ ଛଟେଇ କରିବ ଆମାଜନ Ama Tv Nov 15, 2022 0 ନୂଆଦିଲ୍ଲୀ (ଆମ ଟିଭି): ଟ୍ୱିଟର୍, ମେଟା ପରେ ଏବେ ଆମାଜନ ପାଳି। ଏବେ ଆମାଜନ ନିଜର ହଜାର ହଜାର କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରିବା ପାଇଁ ଯୋଜନା କରିଛି। ପାଖାପାଖି ୧୦,୦୦୦…