ବିଧାନସଭାରେ ଆଗତ ହେଲା ୨୦୨୨-୨୩ ପାଇଁ ଅତିରିକ୍ତ ବଜେଟ୍ Ama Tv Nov 24, 2022 0 ଭୁବନେଶ୍ୱର (ଆମ ଟିଭି): ଆଜିଠୁ ଆରମ୍ଭ ହୋଇଛି ବିଧାନସଭାର ଶୀତ ଅଧିବେଶନ । ପ୍ରଥମ ଦିନରେ ଗୃହର ସମସ୍ତ ଦିବଂଗତ ବିଧାୟକଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ ପରେ ଉପସ୍ଥାପିତ ହୋଇଛି…