ଦରଦାମ୍ ବୃଦ୍ଧି ପାଇଁ କେନ୍ଦ୍ର ସରକାର ଦାୟୀ: ଅତନୁ ସବ୍ୟସାଚୀ ନାୟକ Ama Tv Jun 10, 2023 0 ଭୁବନେଶ୍ୱର (ଆମ ଟିଭି): ଦେଶରେ ଦିନକୁ ଦିନ ଦରଦାମ୍ ହୁ ହୁ ହୋଇ ବଢିବାରେ ଲାଗିଛି । ଡାଲିଠୁ ଆରମ୍ଭ କରି ଖାଇବା ତେଲ ଏବଂ ଅନ୍ୟାନ୍ୟ ସାମଗ୍ରୀର ମୂଲ୍ୟ ବଢିବାରେ ଲାଗିଛି । ଯାହାକୁ ନେଇ…