ଆବାସ ଯୋଜନାକୁ ନେଇ ବର୍ଷିଲା ବିଜେଡି Ama Tv Jan 25, 2023 0 ଭୁବନେଶ୍ୱର (ଆମ ଟିଭି): ପୁଣି ଆବାସ ଯୋଜନାକୁ ନେଇ ରାଜ୍ୟ ରାଜନୀତି ସରଗରମ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟକୁ ଅଣଦେଖା କରାଯାଉଥିବା କହି ପ୍ରେସମିଟ୍ କରି ବର୍ଷିଲା ବିଜୁ ଜନତା ଦଳ…