ଆୟୁଷ୍ମାନ ଭାରତ ଯୋଜନାକୁ ନେଇ ବିଜେପି ଉପରେ ବର୍ଷିଲା ବିଜେଡି Ama Tv Feb 2, 2023 0 ଭୁବନେଶ୍ୱର (ଆମ ଟିଭି): ପୁଣି ରାଜ୍ୟରେ ତୀବ୍ର ହେଲା ଆୟୁଷ୍ମାନ ଭାରତ ଯୋଜନା ବିବାଦ । ଆୟୁଷ୍ମାନ ଭାରତ ଯୋଜନା ନେଇ ରାଜ୍ୟ ବିଜେପିକୁ ଟାର୍ଗେଟ କରିଛି ବିଜେଡି। ଏକ ସାମ୍ୱାଦିକ ସମ୍ମିଳନୀରେ…