ଅପମାନିତ କରି ସୌଜନ୍ୟତା ଆଶା କରିବା ବେକାର: ଜୟନାରାୟଣ ମିଶ୍ର Ama Tv Jan 8, 2023 0 ଭୁବନେଶ୍ୱର (ଆମ ଟିଭି): ରାଉରକେଲାକୁ ବିମାନ ଚଳାଚଳର ଉତ୍ସବ ଓ ଏହାର ବିଜ୍ଞାପନରେ ଫଟୋକୁ ନେଇ ତେଜିଛି ରାଜ୍ୟ ରାଜନୀତି । ଗତକାଲି ଏହି ପ୍ରସଙ୍ଗରେ ବିଜେଡିକୁ ବିଜେପି ଘେରିଥିବା ବେଳେ ଆଜି…