Browsing Tag

#Bhubaneswar

ରାଜଧାନୀରେ ମହିଳା ପୋଲିସ ଏସଆଇଙ୍କୁ ଖଣ୍ଡା ଦେଖାଇ ଗୋଡାଇଲେ ଦୁର୍ବୁତ୍ତ

ଭୁବନେଶ୍ୱର (ଆମ ଟିଭି): ରାଜଧାନୀରେ ପୋଲିସ ବି ଅସୁରକ୍ଷିତ । ଏକଥା ଏଥିପାଇଁ କୁହାଯାଉଛି, କାରଣ ଗତକାଲି ରାଜିତରେ ବିଚ୍ ରାସ୍ତାରେ ପୁଲିସ୍ ବର୍ଦ୍ଦିରେ ଥିବା ଜଣେ ମହିଳା ସବ୍ ଇନ୍ସପେକ୍ଟର…

ସେବାୟତଙ୍କ କଳି ପାଇଁ ୩ ଦିନ ହେଲା ଓପାସରେ ରହିଛନ୍ତି ପ୍ରଭୁ ଲିଙ୍ଗରାଜ

ଭୁବନେଶ୍ୱର (ଆମ ଟିଭି): ସେବାୟତଙ୍କ କଳି ପାଇଁ ଦୀର୍ଘ ୩ ଦିନ ହେବ ଓପାସ ରହିଛନ୍ତି ପ୍ରଭୁ ଲିଙ୍ଗରାଜ । ଦୁଇ ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ ଭୋଗ ମାରା ହେବାକୁ ନେଇ ବିବାଦରୁ ଏମିତି…

ଭୁବନେଶ୍ୱରରେ ପହଞ୍ଚିଲା ଭାରତୀୟ ପୁରୁଷ ହକି ଦଳ

ଭୁବନେଶ୍ୱର (ଆମ ଟିଭି): ଓଡ଼ିଶାରେ ପୁଣି ହକି ବିଶ୍ୱକପ ଆୟୋଜନ ହେବାକୁ ଯାଉଛି । ଏଥିପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଏହାରି ଭିତରେ ଭାରତୀୟ ପୁରୁଷ ହକି ଦଳ ‘ହକି ବିଶ୍ୱକପ୍’ ପାଇଁ…

ଜୟପୁରରୁ ଭୁବନେଶ୍ୱରକୁ ଉଡ଼ିବ ଆଉ ଏକ ବିମାନ

ଭୁବନେଶ୍ୱର (ଆମ ଟିଭି): ଦକ୍ଷିଶ ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର । ଜୟପୁର ବିମାନବନ୍ଦରରୁ ଭୁବନେଶ୍ବରକୁ ଆଉ ଏକ ବିମାନ ଉଡ଼ିବ ବୋଲି ଜଣାପଡ଼ିଛି। ଯାତ୍ରୀମାନଙ୍କ ଚାହିଦା ଓ ଦାବିକୁ ନେଇ…

ପୁଣି ଲୋୟର ପିଏମଜିରେ ଗର୍ଜିଲେ ଶିକ୍ଷକ ମହାସଂଘ

ଭୁବନେଶ୍ୱର (ଆମ ଟିଭି): ପୁଣି ରାଜଧାନୀରେ ଗର୍ଜିଲେ ଶିକ୍ଷକ । ୮ ଦଫା ଦାବି ନେଇ ପ୍ରାଥମିକ ଶିକ୍ଷକ ଏକ୍ସ-କ୍ୟାଡର ମହାସଂଘର ରାଜଧାନୀରେ ବିଶାଳ ବିକ୍ଷୋଭ ସମାବେଶ। ମାଷ୍ଟରକ୍ୟାଣ୍ଟିନ…

ଓଡ଼ିଶା ମାଟିର ଆଦିବାସୀ ସଂସ୍କୃତିକୁ ପୁନର୍ଜୀବିତ କଲା କଳିଙ୍ଗ ଉତ୍ସଵ ୨୦୨୨

ଭୁବନେଶ୍ବର (ଆମ ଟିଭି): ଦୁଲୁକୁଚି କଳିଙ୍ଗ ଉତ୍ସବ ୨୦୨୨ । ଭୁବନେଶ୍ୱର ରେଳ ଅଡିଟୋରିୟମରେ ଦୁଇ ଦିନିଆ କଳିଙ୍ଗ ଉତ୍ସବରେ ଆଦିବାସୀ ଗୀତ ଏବଂ ସାହିତ୍ୟ ପାଇଁ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ…

ଭୁବନେଶ୍ୱରରେ ପହଞ୍ଚିଲା ହକି ବିଶ୍ୱକପ୍ ଟ୍ରଫି

ଭୁବନେଶ୍ୱର(ଆମ ଟିଭି): ଭୁବନେଶ୍ୱରରେ ପହଞ୍ଚିଲା ହକି ବିଶ୍ୱକପ୍ ଟ୍ରଫି । ବାହାର ରାଜ୍ୟରେ ପରିକ୍ରମା କରିବା ପରେ ଆଜି ଭୁବନେଶ୍ୱରରେ ପହଞ୍ଚିଛି ହକି ବିଶ୍ୱକପର ଟ୍ରଫି । ବିଜୁ ପଟ୍ଟନାୟକ…

ଓଏଏସ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର

ଭୁବନେଶ୍ୱର (ଆମ ଟିଭି): ଓଏଏସ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର । ଓଡ଼ିଶା ପ୍ରାଶାସନିକ ସେବା (ଓଏଏସ୍)ର ୫ଜଣ ଅଧିକାରୀଙ୍କ ବଦଳି କରାଯାଇଛି । ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର…

ହିନ୍ଦୁସ୍ତାନ କରିଡର୍ ଦ୍ୱାରା ଓଡିଶା କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡ କାର୍ୟ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର (ଆମ ଟିଭି): ଷ୍ଟାର୍ଟଅପ୍ କମ୍ପାନୀ ମାନଙ୍କୁ ଉତ୍ସାହିତ କରିବା ଏବଂ କର୍ପୋରେଟ୍ ସଂସ୍ଥା ଏବଂ ଶିଳ୍ପ ଅନୁଷ୍ଠାନ ମାନଙ୍କ ଅବଦାନକୁ ସମ୍ମାନ ଦେବା ପାଇଁ ହିନ୍ଦୁସ୍ତାନ କରିଡର୍…

୩୧ରୁ ଭୁବନେଶ୍ୱରରୁ ଜୟପୁରକୁ ଉଡ଼ିବ ବିମାନ

ଭୁବନେଶ୍ୱର (ଆମ ଟିଭି): ବହୁ ପ୍ରତୀକ୍ଷାର ଅନ୍ତ ଘଟିବ । ପୂରଣ ହେବ ଭୁବନେଶ୍ୱରରୁ ଜୟପୁର ବିମାନ ସେବା । ଆସନ୍ତା ୩୧ ତାରିଖରୁ ଭୁବନେଶ୍ବରରୁ ଜୟପୁରକୁ ବିମାନ ଚଳାଚଳ ସେବା ଆରମ୍ଭ ହେବ।…