ଏନଡିଏ ହାତ ଛାଡ଼ିପାରନ୍ତି ନୀତୀଶ: ଆରଜେଡି ସହ ମିଶି କରିପାରନ୍ତି ସରକାର Ama Tv Aug 9, 2022 0 ପାଟନା (ଆମ ଟିଭି): ବିହାରରେ ଜାରି ରହିଛି ରାଜନୈତିକ ହଲଚଲ । କୌଣସି ମୁହୂର୍ତ୍ତରେ ଏନଡିଏ ହାତ ଛାଡ଼ିପାରନ୍ତି ନୀତୀଶ । ଜେଡିୟୁ-ବିଜେପି ମେଣ୍ଟରେ କିଛି ଠିକ୍ ଠାକ୍ ଚାଲୁନି । ଏହାମଧ୍ୟରେ…