କଂଗ୍ରେସର ଭାରତ ଯୋଡୋ ଯାତ୍ରା ପୋଷ୍ଟରରେ ବୀର ସାବରକରଙ୍କ ଫଟୋ Ama Tv Sep 21, 2022 0 ନୂଆଦିଲ୍ଲୀ (ଆମ ଟିଭି): ସାରା ଦେଶରେ କଂଗ୍ରେସ ତଳିତଳାନ୍ତ ହେବାକୁ ଯାଉଥିବା ବେଳେ କଂଗ୍ରେସ ଆରମ୍ଭ କରିଛି ଭାରତ ଯୋଡ଼ୋ ଯାତ୍ରା । ଏହି ଭାରତ ଯୋଡୋ ଯାତ୍ରା ଆଜି ୧୪ତମ ଦିନରେ ପହଞ୍ଚିଛି।…