ବିଏମସିର ନୂଆ କାର୍ଯ୍ୟାଳୟକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ Ama Tv Feb 16, 2023 0 ଭୁବନେଶ୍ୱର(ଆମ ଟିଭି): ବଦଳିଲା ବିଏମସି ଅଫିସର ଠିକଣା । ଭୁବନେଶ୍ୱର ମହାନଗର ନିଗମ ପାଇଲା ନୂଆ ପରିଚୟ । ସତ୍ୟନଗର ସ୍ଥିତ ଆଇସିଏମଓସି ୧୨ ମହଲା ବିଶିଷ୍ଟ କୋଠାକୁ ସ୍ଥାନାନ୍ତର ହେଲା ବିଏମସି…