ଆଜି ଟୋକିଓରେ ଓଡ଼ିଶା ବିଜନେସ୍ ମିଟ୍ Ama Tv Apr 5, 2023 0 ନୂଆଦିଲ୍ଲୀ (ଆମ ଟିଭି): ଜାପାନ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାରି ଭିତରେ ଜାପାନ ଟୋକିଓରେ ଆଜି ଅନୁଷ୍ଠିତ ହେବ ଓଡ଼ିଶା ବିଜନେସ୍ ମିଟ୍ । ପ୍ରାୟ ୨୦୦ ଶିଳ୍ପପତିଙ୍କୁ…