ନୂଆଦିଲ୍ଲୀ ଅବକାରୀ ନୀତି ମାମଲା: ସିବିଆଇ ଚାର୍ଜସିଟରେ ନାହିଁ ସିସୋଦିଆଙ୍କ ନାଁ Ama Tv Nov 26, 2022 0 ନୂଆଦିଲ୍ଲୀ (ଆମ ଟିଭି): ଜାତୀୟ ରାଜନୀତିରେ ଆପ୍ ଏବଂ ବିଜେପି ମଧ୍ୟରେ ଚାଲିଛି କଡ଼ା ଟକ୍କର । ବିଜେପି ଇଡି ଓ ସିବିଆଇକୁ ଅପବ୍ୟବହାର କରାଉଥିବା ଆପ୍ କହିଛି । ଏହାରି ଭିତରେ ଦେଶର ରାଜଧାନୀ…