ମୁଖ୍ୟମନ୍ତ୍ରୀଙ୍କ ଘର ଉପରେ କଟିଲା ୧୦ ହଜାର ଜରିମାନା: ଜାଣନ୍ତୁ କାହିଁକି ? Ama Tv Jul 23, 2022 0 ଚଣ୍ଡିଗଡ଼ (ଆମ ଟିଭି): ପଞ୍ଜାବର ସିଏମ ଭଗବନ୍ତ ମାନଙ୍କ ଘର ଉପରେ ଚାଲାଣ କଟାଯାଇଛି। ଚଣ୍ଡିଗଡ଼ ମ୍ୟୁନିସିପାଲ କର୍ପୋରେସନ ସେମାନଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି। ଘର ବାହାରେ…