ବିଧାନସଭାରେ ଉଠିଲା ଚିଟଫଣ୍ଡ ଝଡ଼, ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି Rasmi Ranjan Aug 1, 2022 0 ଭୁବନେଶ୍ବର(ଆମ ଟିଭି): ବିଧାନସଭାରେ ଚିଟଫଣ୍ଡ ଝଡ଼। ଶୂନ୍ୟକାଳରେ ଚିଟଫଣ୍ଡ ପ୍ରସଙ୍ଗ ଉଠାଇଥିଲେ ବିଜେପି ସଦସ୍ୟ। ଅପରାହ୍ଣ 4ଟା ଯାଏ ମୁଲତବି ପ୍ରସ୍ତାବ ଅଗ୍ରାହ୍ୟ ଘୋଷଣା କଲେ ବାଚସ୍ପତି।…