ରାଜଧାନୀରେ ମହିଳା ପୋଲିସ ଏସଆଇଙ୍କୁ ଖଣ୍ଡା ଦେଖାଇ ଗୋଡାଇଲେ ଦୁର୍ବୁତ୍ତ Ama Tv Jan 4, 2023 0 ଭୁବନେଶ୍ୱର (ଆମ ଟିଭି): ରାଜଧାନୀରେ ପୋଲିସ ବି ଅସୁରକ୍ଷିତ । ଏକଥା ଏଥିପାଇଁ କୁହାଯାଉଛି, କାରଣ ଗତକାଲି ରାଜିତରେ ବିଚ୍ ରାସ୍ତାରେ ପୁଲିସ୍ ବର୍ଦ୍ଦିରେ ଥିବା ଜଣେ ମହିଳା ସବ୍ ଇନ୍ସପେକ୍ଟର…