ହକି ପାଇଁ ‘କନେକ୍ଟ୍ ନାଇଟ୍ କ୍ଲବ୍ ଏବଂ ସ୍କାଏ ଲାଉଞ୍ଜ୍’ ରେ ଏକ ଭିନ୍ନ ଉତ୍ସବ ପାଳନ ହେଉଛି Ama Tv Jan 15, 2023 0 ଭୁବନେଶ୍ୱର(ଆମ ଟିଭି): ଆରମ୍ଭ ହୋଇଛି ପୁରୁଷ ବିଶ୍ବକପ୍ ହକି ଟୁର୍ଣ୍ଣାମେଣ୍ଟ । ଏହାକୁ ନେଇ ଭୁବନେଶ୍ବର ଉତ୍ସବର ମାହୋଲ ଦେଖିବାକୁ ମିଳିଛି। ଏହି ଅବସରରେ ଭୁବନେଶ୍ୱର, ପାତ୍ରପଡା ସ୍ଥିତ…