ଏଣିକି ମହିଳା ଓ କିନ୍ନର ଚଲାଇବେ ଭାରୀ ମୋଟରଯାନ Rasmi Ranjan May 27, 2022 0 ଭୁବନେଶ୍ୱର(ଆମ ଟିଭି): ଏଣିକି ମହିଳା ଓ କିନ୍ନର ଚଲାଇବେ ଭାରୀ ମୋଟରଯାନ । ପୁରୁଷ ମାନଙ୍କ ସହ କାନ୍ଧ ମିଳେଇଲେଣି ମହିଳା ଓ କିନ୍ନର । ଯେଉଁ କାମ କେବଳ ପୁରୁଷମାନେ କରୁଥିବାର ନଜିର୍ ଥିଲା…