ଭୁବନେଶ୍ୱରରେ ପହଞ୍ଚିଲା ସହିଦ୍ ଯବାନ ଦେବାଶିଷଙ୍କ ପାର୍ଥିବ ଶରୀର Ama Tv Apr 22, 2023 0 ଭୁବନେଶ୍ୱର (ଆମ ଟିଭି): ଭୁବନେଶ୍ୱରରେ ପହଞ୍ଚିଲା ସହିଦ୍ ଓଡ଼ିଆ ଜବାନ୍ ଦେବାଶିଷ ବିଶ୍ୱାଳଙ୍କ ପାର୍ଥିବ ଶରୀର । ଜମ୍ମୁ-କଶ୍ମୀର ପୁଞ୍ଚ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଓଡ଼ିଆ ଯବାନ…