ଦୁର୍ଗାପୂଜାରେ ଲାଇଟ ଓ ସାଉଣ୍ଡ ପାଇଁ ଆସିଲା ଗାଇଡଲାଇନ୍ Ama Tv Sep 23, 2022 0 ଭୁବନେଶ୍ୱର (ଆମ ଟିଭି): ଦୁର୍ଗାପୂଜା ପାଇଁ ସବୁଠି ଚଳଚଞ୍ଚଳ । ମା’ଙ୍କୁ ଆଗମନ ପାଇଁ ସବୁ ପୂଜା ମଣ୍ଡପରେ ପ୍ରସ୍ତୁତି ଜୋରସୋରରେ ଚାଲିଛି । କରୋନା ଯୋଗୁ ଦୁଇ ବର୍ଷ ଧରି ପୂଜା କଟକଣା ମଧ୍ୟରେ…