କଂଗ୍ରେସର କାର୍ଯ୍ୟକାରିଣୀ ନିର୍ବାଚନୀ ସଭାରେ ସାମିଲ୍ ହେବେନି ଗାନ୍ଧୀ ପରିବାର Ama Tv Feb 24, 2023 0 ନୂଆଦିଲ୍ଲୀ (ଆମ ଟିଭି): କଂଗ୍ରେସର ମଙ୍ଗ ଏବେ ଧିରେ ଧିରେ ଗାନ୍ଧୀ ପରିବାର ହାତରୁ ଖସିବାକୁ ଯାଉଛି । ଦଳ ଗଠନ ହେବା ଠାରୁ ଏହା ବିଶେଷ କରି ନେହରୁ ଓ ଗାନ୍ଧୀ ପରିବାରର ନେତୃତ୍ୱରେ ଚାଲୁଥିଲା…