ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ କଂଗ୍ରେସ ଛାଡ଼ିଥିବା ୮ ଗୋଆ ବିଧାୟକ Ama Tv Sep 18, 2022 0 ପାଣାଜି (ଆମ ଟିଭି): ସାରା ଦେଶରେ ତଳିଚଳାନ୍ତ ହେବାକୁ ଯାଉଛି କଂଗ୍ରେସ । ସଙ୍ଗଠନ ଦୁର୍ବଳ ହେବାରେ ଲାଗିଛି । ଦଳରୁ ବହୁ ପୁରୁଖା ନେତା ଦୂରେଇ ଯାଉଛନ୍ତି । ଏହାରି ଭିତରେ ନିକଟରେ ଗୋଆ…