ମେଟାର ଇଣ୍ଡିଆ ହେଡ ପଦରୁ ଇସ୍ତଫା ଦେଲେ ଆଜିତ୍ ମୋହନ Ama Tv Nov 4, 2022 0 ନୂଆଦିଲ୍ଲୀ: (ଆମ ଟିଭି): ଚାଲିଛି ଫେସବୁକର ଖରାପ ଯୁଗ । କମ୍ପାନୀର ଆୟ ଦ୍ରୁତଭାବେ ହ୍ରାସ ପାଇବାରେ ଲାଗିଥିବା ବେଳେ ଏହାର ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ବିଶ୍ୱର ଧନୀ ତାଲିକାର ବହୁ ତଳକୁ…