ପରଲୋକରେ କଳାହାଣ୍ଡିର ପୂର୍ବତନ ସାଂସଦ Ama Tv Jul 24, 2022 0 କଳାହାଣ୍ଡି (ଆମ ଟିଭି): ପରଲୋକରେ କଳାହାଣ୍ଡିର ପୂର୍ବତନ ସାଂସଦ ସୁବାସ ଚନ୍ଦ୍ର ନାୟକ । ଭବାନୀପାଟଣା ସ୍ଥିତ ବାସଭବନରେ ୭୫ ବର୍ଷ ବୟସରେ ସୁବାସ ଚନ୍ଦ୍ର ନାୟକଙ୍କ ପରଲୋକ ହୋଇଯାଇଛି ।…