ଇମ୍ରାନଙ୍କ ଘରେ କବାଟ ଭାଙ୍ଗି ପଶିଲା ଲାହୋର ପୋଲିସ Ama Tv Mar 18, 2023 0 ନୂଆଦିଲ୍ଲୀ(ଆମ ଟିଭି): ପୋଲିସକୁ ଚକମା ଦେଇ ବାରମ୍ବାର ଖସିଯାଉଛନ୍ତି ଇମନ୍ନ୍ ଖାନ୍ । ତୋଷଖାନ୍ନା ଦୁର୍ନୀତି ମାମଲାରେ ଅଭିଯୁକ୍ତ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ…