Browsing Tag

latest news

ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଣି ଋଷର ସମର୍ଥନ

ନୂଆଦିଲ୍ଲୀ(ଆମ ଟିଭି): ଜାତିସଙ୍ଘ ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତାକୁ ଋଷର ସମର୍ଥନ । ରୁଷ୍ର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭ୍ରୋଭ୍ କହିଛନ୍ତି, ମୋର ମନେହୁଏ, ସମ୍ପ୍ରତି…

ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଭୂପେନ୍ଦ୍ର ପଟେଲ: ଉପସ୍ଥିତ ରହିବେ ମୋଦୀ-ଶାହା

ଭୁବନେଶ୍ୱର(ଆମ ଟିଭି): ଗୁଜୁରାଟରେ ବହୁମତ ହାସଲ ପରିବା ପରେ ପୁଣି ସପ୍ତମ ଥର ସରକାର ଗଢିବାକୁ ଯାଉଛି ବିଜେପି । ଗୁଜରାଟ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ଭୂପେନ୍ଦ୍ର ପଟେଲ୍। ଉତ୍ସବରେ…

ପଦ୍ମପୁର ବିଧାୟିକା ଭାବେ ଆଜି ଶପଥ ନେବେ ବର୍ଷା ସିଂ ବରିହା

ଭୁବନେଶ୍ୱର(ଆମ ଟିଭି): ଆଜି ପୂରଣ ହେବ ଖାଲି ପଡ଼ିଥିବା ପଦ୍ମପୁର ବିଧାୟକ ପଦ । ପଦ୍ମପୁରର ନବନିର୍ବାଚିତ ବିଧାୟିକା ବର୍ଷା ସିଂ ବରିହା ଆଜି ବିଧାୟକ ଭାବେ ଶପଥ ନେବେ । ବିଧାନସଭାରେ…

ଆଜି ସରୁଛି ଅର୍ଚ୍ଚନାଙ୍କ ରିମାଣ୍ଡ ଅବଧି

ଭୁବନେଶ୍ୱର(ଆମ ଟିଭି): ବହୁ ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ୭ ଦୀନିଆ ରିମାଣ୍ଡ ଅବଧି ଆଜି ସରୁଛି । ଆସନ୍ତାକାଲି ଅର୍ଚ୍ଚନା ନାଗଙ୍କୁ କୋର୍ଟରେ ହାଜର କରିବ ପ୍ରବର୍ତନ…

ଆଜି ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀଭାବେ ଶପଥ ନେବେ ସୁଖବିନ୍ଦର ସିହ ସୁଖୁ

ହିମାଚଳ ପ୍ରଦେଶ(ଆମ ଟିଭି): ଆଜି ହିମାଚଳ ପାଇବ ନୂଆ ମୁଖ୍ୟମନ୍ତ୍ରୀ । ହିମାଚଳ ପ୍ରଦେଶର ଆଗାମୀ ମୁଖ୍ୟମନ୍ତ୍ରୀ ହେବେ ସୁଖବିନ୍ଦର ସିଂ ସୁଖୁ । ପ୍ରାୟ ୨୪ ଘଂଟା ଧରି ହିମାଚଳପ୍ରଦେଶ କିଏ…

ଆଜି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ଝିଅକୁ ଜେରା କରିବ ସିବିଆଇ

ନୂଆଦିଲ୍ଲୀ(ଆମ ଟିଭି): ପୁଣି ଅଡ଼ୁଆରେ ମୁଖ୍ୟମନ୍ତ୍ରୀଙ୍କ ଝିଅ । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଆଜି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ପକ୍ଷରୁ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ…

ଭୂପେନ୍ଦ୍ର ପଟେଲ ହେବେ ଗୁଜୁରାଟ ମୁଖ୍ୟମନ୍ତ୍ରୀ

ଅହମଦାବାଦ(ଆମ ଟିଭି): ଗୁରାଟରେ ପୁଣି ଐତିହାସିକ ବିଜୟ ହାସଲ କଲା ବିଜେପି । ଏହାରି ଭିତରେ ଏବେ ସରକାର ଗଠନ କରିବାକୁ ପ୍ରକ୍ରିୟା ଆରମ୍ଭ କରି ଦେଇଛି। ଆଜି ଦଳର ନବ ନିର୍ବାଚିତ ୧୫୬ ବିଧାୟକ…

ବାଚସ୍ପତିଙ୍କୁ ଭେଟିଲେ ବର୍ଷା ସିଂ ବରିହା

ଭୁବନେଶ୍ୱର (ଆମ ଟିଭି): ଭୁବନେଶ୍ୱରରେ ବାଚସ୍ପତିଙ୍କୁ ଭେଟିଲେ ପଦ୍ମପୁରର ନବ ନିର୍ବାଚିତ ବିଧାୟିକା ବର୍ଷା ସିଂ ବରିହା । ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି…

ବିଧାନସଭାରେ ପାରିତ ହେଲା ନାଗରିକ ସଂହିତା ବିଲ୍

ନୂଆଦିଲ୍ଲୀ (ଆମ ଟିଭି): ଜାରି ରହିଛି ରାଜ୍ୟସଭାର ଶୀତ ଅଧିବେଶନ । ଏହାରି ଭିତରେ ରାଜ୍ୟସଭାରେ ଆଗତ ହୋଇଛି ସମାନ ନାଗରିକ ସଂହିତା ବିଲ ବା ୟୁନିଫର୍ମ ସିଭିଲ କୋଡ୍ ବିଲ୍ । ସଂସଦରେ ଏହି…

ପରୀ ହତ୍ୟା ମାମଲା: ଅଭିଯୁକ୍ତ ସରୋଜ ସେଠୀକୁ ମିଳିଲା ଜାମିନ୍

ନୟାଗଡ଼(ଆମ ଟିଭି): ପରୀ ହତ୍ୟା ମାମଲାରେ ଆସିଛି ବଡ଼ ଖବର । ପରୀ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଥିବା ସରୋଜ ସେଠୀକୁ ମିଳିଲା ଅନ୍ତରୀଣ ଜାମିନ । ସରୋଜକୁ ହାଇକୋର୍ଟ ୧୦ ଦିନ ପାଇଁ ଅନ୍ତରୀଣ…