Browsing Tag

latest news

ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡିର ସମନ

ରାଞ୍ଚି (ଆମ ଟିଭି): ପୁଣି ବଢିଲା ହେମନ୍ତ ସୋରେନଙ୍କ ଅଡ଼ୁଆ । ବେଆଇନ ଖଣି ମାମଲାରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପ୍ରବର୍ତ୍ତନା ନିର୍ଦ୍ଦେଶାଳୟ(ଇଡି) ନୋଟିସ୍ କରିଛି।…

ଟି-୨୦ ବିଶ୍ୱକପ: ଆଜି ଭାରତ-ବାଂଲାଦେଶ ମୁକାବିଲା

ଭୁବନେଶ୍ୱର (ଆମ ଟିଭି): ଚାଲିଛି ଟି-୨୦ ବିଶ୍ୱକପ୍ । ବିଶ୍ୱକପ୍ ହା୍େଇବା ପାଇଁ ସବୁ ଦଳ ଉଦ୍ୟମ ଚଳାଇଛନ୍ତି । ଆଜି ଆଜି ଟି-୨୦ ୱାର୍ଲଡକପରେ ଭାରତ ଓ ବାଂଲାଦେଶ ମଧ୍ୟରେ ମହା ମୁକାବିଲା ।…

ନିର୍ବାଚନ ପ୍ରଚାର କରୁଛନ୍ତି, ହେଲେ କୋର୍ଟକୁ ଆସୁନାହାନ୍ତି: ଅନୁଭବ ମହାନ୍ତି

ଭୁବନେଶ୍ୱର (ଆମ ଟିଭି): ଧାମନଗରରେ ବିଜେଡି ପାଇଁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ପ୍ରଚାର କରିବା ପରେ ମୁହଁ ଖୋଲିଲେ ସାଂସଦ ଅନୁଭବ ମହାନ୍ତି । କଟକ ପରିବାର ଅଦାଲତରେ ସାଂସଦ ଅନୁଭବ…

ମିସ୍ ମିଷ୍ଟର ଚାରର୍ମିଂ ଫେସ୍ ୨୦୨୨ରେ ବାଜି ମାରିଲେ ୪ ଓଡ଼ିଆ ପୁଅ ଝିଅ

ଭୁବନେଶ୍ୱର (ଆମ ଟିଭି): ଗୋଆ ରେ ଅନୁଷ୍ଠିତ ହୋଇଥିବା ମିସ୍  ମିଷ୍ଟର ଚାରର୍ମିଂ ଫେସ୍ 2022 ଅକ୍ଟୋବର 30 ରେ ହୋଇଥିଲା କୋଣ ଅନୁକୋଣ ରୁ ପିଲା ମାନେ ଭାଗ ନେଇଥିଲେ । ସେଇ ପରି ଭାବେ କିଛି…

ମହଙ୍ଗା ପଡ଼ିଲା ଦୁର୍ନୀତି: ୧୪ଜଣ ଅଫିସରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଲେ ସରକାର

ଭୁବନେଶ୍ୱର (ଆମ ଟିଭି): ଦୁର୍ନୀତିଗ୍ରସ୍ତଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ । ଦୁର୍ନୀତିରେ ସମ୍ପୃକ୍ତ ଥିବା ଅଭିଯୋଗରେ ରାଜ୍ୟ ସରକାର ୧୪ଜଣ ସରକାରୀ ଅଫିସରଙ୍କ ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ…

ମେକ ଇନ୍ ଓଡ଼ିଶା କନକ୍ଲେଭ ପାଇଁ ୱେବସାଇଟ୍ ଓ ଆପ୍ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (ଆମ ଟିଭି): ଓଡ଼ିଶାରେ ହେବ ମେକ ଇନ୍ ଓଡ଼ିଶା କନକ୍ଲେଭ । ସେଥିପାଇଁ ପ୍ରସ୍ତୁତିରେ ଲାଗିଛନ୍ତି ଓଡ଼ିଶା ସରକାର । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ୱେବସାଇଟ୍ ଏବଂ…

ପ୍ରଭୁ ଯୀଶୁ ହିନ୍ଦୁ ଥିଲେ: ଶଙ୍କରାଚାର୍ଯ୍ୟଙ୍କ ମନ୍ତବ୍ୟକୁ ନେଇ ତେଜୁଛି ବିବାଦ

ଭୁବନେଶ୍ୱର (ଆମ ଟିଭି): ପୁଣି ଶଙ୍କରାଚାର୍ଯ୍ୟଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା । ଏହି ମନ୍ତବ୍ୟକୁ ନେଇ ବିବାଦ ମଧ୍ୟ ଆରମ୍ଭ ହୋଇଛି। ପୁରୀ ଗୋବର୍ଦ୍ଧନପୀଠର ଶଙ୍କରାଚାର୍ୟ୍ୟ ସ୍ୱାମୀ…

ଅର୍ଚ୍ଚନା ନାଗ କେଳେଙ୍କାରୀ ମାମଲା: ଆସନ୍ତା ୫ରେ ପରବର୍ତ୍ତୀ ଶୁଣାଣି

ଭୁବନେଶ୍ୱର (ଆମ ଟିଭି): ଭୁବନେଶ୍ୱରରେ କଳା ସାମ୍ରାଜ୍ୟ ଖୋଲିଥିବା ଲେଡି ବ୍ଲାକମେଲ୍ କ୍ୱିନ୍ ଅର୍ଚ୍ଚନା ନାଗ ଗିରଫ ମାମଲାରେ ଗୋଟିଏ ପରେ ଗୋଟିଏ ତଥ୍ୟ ସାମ୍ନାକୁ ଆସୁଛି । ଆସନ୍ତା ୫…

ଦରବୃଦ୍ଧିରୁ ଆଶ୍ୱସ୍ତି: କମିଲା ଗ୍ୟାସ୍ ସିଲିଣ୍ଡର ଦାମ୍

ନୂଆଦିଲ୍ଲୀ (ଆମ ଟିଭି): କିଛି ମାସ ହେବ ଦରବୃଦ୍ଧି ଲୋକଙ୍କ ଆର୍ଥିକ୍ ମେରୁଦଣ୍ଡକୁ ଭାଙ୍ଗି ଦେଇଛି । ଏହାରି ଭିତରେ ମହଙ୍ଗା ମାଡରୁ ଟିକେ ଆଶ୍ୱାସ୍ତି ମିଳିଛି । କାରଣ ରନ୍ଧନ ଗ୍ୟାସ୍ ଦରରେ…

ଟ୍ୱିଟର ବୋର୍ଡ କମିଟିରୁ ସମସ୍ତଙ୍କୁ ବିଦା କଲେ ଏଲନ ମସ୍କ

ନୂଆଦିଲ୍ଲୀ (ଆମ ଟିଭି): ଟ୍ୱିଟର ଏବେ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତିଙ୍କ ହାତରେ । ଏଲନ ମସ୍କ ଟ୍ୱିଟରକୁ ହାତକୁ ନେବା ପରେ ଆରମ୍ଭ ହୋଇଛି ତାଙ୍କ ଆକ୍ସନ । ପ୍ରଥମେ ପୂର୍ବତନ ସିଇଓ ପରାଗ୍…