Browsing Tag

latest news

ପୁଣି ବଢିଲା ରେପୋ ରେଟ୍: ମହଙ୍ଗା ହେବ ଇଏମଆଇ

ନୂଆଦିଲ୍ଲୀ (ଆମ ଟିଭି): ପୁଣି ଆରବିଆଇ ନେଲା ବଡ଼ ନିଷ୍ପତ୍ତି । ପୁଣି ବଢ଼ିଲା ରେପୋ ରେଟ୍, ମହଙ୍ଗା ହେବ ଇଏମଆଇ। ପୁଣି ରେପୋରେଟ ବଢ଼ାଇଲା ରିଜର୍ଭ ବ୍ୟାଙ୍କ । ଯାହା ଲୋକଙ୍କ ଚିନ୍ତା…

ସୁରତରେ ୩,୪୦୦ କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କଲେ ମୋଦୀ

ସୁରତ (ଆମ ଟିଭି): ଗୁଜୁରାଟ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଗୁଜୁରାଟ ଗସ୍ତରେ ଯାଇ ସୁରତ ଠାରେ ମୋଦୀ ୩,୪୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ…

ବିଜେପିରେ ମିଶିଲେ ହର୍ଷ ମହାଜନ: ପ୍ରତିକ୍ରିୟା ରଖିଲା କଂଗ୍ରେସ

ନୂଆଦିଲ୍ଲୀ (ଆମ ଟିଭି): କଂଗ୍ରେସ ଏବେ ଧୀରେ ଧୀରେ ଦେଶରେ ତଳିତଳାନ୍ତ ହେବାକୁ ଯାଉଛି । ବହୁ ବରିଷ୍ଠ ନେତା ଦଳ ଛାଡ଼ି ଦେଉଛନ୍ତି । ଏହାରି ଭିତରେ ହିମାଚଳ ପ୍ରଦେଶ କଂଗ୍ରେସର କାର୍ୟ୍ୟକାରୀ…

କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଲଢିବେନି ଅଶୋକ ଗେହଲଟ୍

ନୂଆଦିଲ୍ଲୀ (ଆମ ଟିଭି): କଂଗ୍ରେସର ପରବର୍ତ୍ତୀ ଅଧ୍ୟକ୍ଷ ନିର୍ବାଚନ ଲାଗି ଜାରି ରହିଛି ନାମାଙ୍କନ ପତ୍ର ଦାଖଲ ପକ୍ରିୟା । କିଏ ହେବ କଂଗ୍ରେସର ପରବର୍ତ୍ତୀ ଜାତୀୟ ସଭାପତି, ତାକୁ ନେଇ ବହୁ…

୩ ବର୍ଷ ପାଇଁ ଜେଲ୍ ଯିବେ ମହମ୍ମଦ ମୋକିମ: କାହିଁକି ଜାଣନ୍ତୁ?

ଭୁବନେଶ୍ୱର (ଆମ ଟିଭି): ପୁଣି ବିବାଦରେ କଂଗ୍ରେସର ବରିଷ୍ଠ ନେତା ମହମ୍ମଦ ମୋକିମ୍ । ଏଥର ସିଧା ଜେଲ୍ । କଂଗ୍ରେସ ବିଧାୟକ ତଥା ମେଟ୍ରୋ ବିଲ୍ଡର୍ସର ଏମ୍ଡି ମହମ୍ମଦ ମୋକିମଙ୍କୁ ୩ ବର୍ଷ ଜେଲ୍…

କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ରେସରେ ଯୋଡ଼ି ହେଲେ ଦିଗବିଜୟ ସିଂ

ନୂଆଦିଲ୍ଲୀ (ଆମ ଟିଭି): କଂଗ୍ରେସର ପରବର୍ତ୍ତୀ ଅଧ୍ୟକ୍ଷ କିଏ ହେବ? କାହା ହାତରେ ରହିବ କଂଗ୍ରେସର ମଙ୍ଗ? ଏହାକୁ ନେଇ ଏକ କଳ୍ପନାଜଳ୍ପନା ଚାଲିଛି । ଦୌଡ଼ରେ ଶଶି ଥରୁର, କେସି ବେଣୁଗୋପାଲ…

ସୁପରଷ୍ଟାର ମହେଶ ବାବୁଙ୍କ ମା’ ଇନ୍ଦିରା ଦେବୀଙ୍କ ପରଲୋକ

ମୁମ୍ଵାଇ (ଆମ ଟିଭି): ବଲିଉଡ ଜଗତରୁ ଏକ ଦୁଃଖଦ ଖବର ଆସି ପହଞ୍ଚୁଛି । ମେଗା ସୁପରଷ୍ଟାର ମହେଶ ବାବୁଙ୍କ ମା ଇନ୍ଦିରା ଦେବୀଙ୍କର ଦେହାନ୍ତ ହୋଇଛି। ପରିବାର ପକ୍ଷରୁ ଜାରି ବିବୃତ୍ତି ଅନୁଯାୟୀ…

ଦେଶରେ ୫ ବର୍ଷ ପାଇଁ ବ୍ୟାନ୍ ହେଲା ପିଏଫଆଇ

ନୂଆଦିଲ୍ଲୀ (ଆମ ଟିଭି): ଘନ ଘନ ରେଡ ପରେ ସିଧା ବ୍ୟାନ୍ । ଭାରତରେ ବ୍ୟାନ୍ ହେଲା ବିଏଫଆଇ । ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ(ପିଏଫଆଇ) ଉପରେ ବଡ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି କେନ୍ଦ୍ର…

ଉଦ୍ଧବ ଠାକରେଙ୍କୁ ସୁପ୍ରିମ୍ ଝଟକା

ନୂଆଦିଲ୍ଲୀ(ଆମ ଟିଭି): ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ଥମିବାର ନାଁ ନେଉନାହିଁ । ବିଶେଷ କରି ଉଦ୍ଧବ ଗୋଷ୍ଠୀ ଓ ଏକନାଥଙ୍କ ଗୋଷ୍ଟୀ ମଧ୍ୟରେ ବିବାଦ ଲାଗି ରହିଛି । ଏହି ବିବାଦ ବର୍ତ୍ତମାନ…

ଫ୍ୟାମିଲି କୋର୍ଟରେ ହାଜର ହେଲେ ବର୍ଷା-ଅନୁଭବ

କଟକ (ଆମ ଟିଭି): ପୁଣି ଚର୍ଚ୍ଚାରେ ବର୍ଷା-ଅନୁଭବ ବିବାଦ । ବହୁଚର୍ଚ୍ଚିତ ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ପାରିବାରିକ ବିବାଦ ମାମଲା ହାଟରେ ପଡ଼ି ପଦାରେ ଗଡ଼ୁଛି…