ଆଜିଠୁ ଆରମ୍ଭ ହେଲା ମାଟ୍ରିକ୍ ପରୀକ୍ଷା ଖାତାଦେଖା Ama Tv Dec 9, 2022 0 ଭୁବନେଶ୍ୱର (ଆମ ଟିଭି): ମାଟ୍ରିକ୍ ପରୀକ୍ଷା ସରିବା ବରେ ଆଜିଠାରୁ ଆରମ୍ଭ ହୋଇଛି ମାଟ୍ରିକ ସମ୍ମେଟିଭ-୧ ପରୀକ୍ଷାର ଖାତା ଦେଖା। ମୋଟ ୫୬ଟି କେନ୍ଦ୍ରରେ ମାଟ୍ରିକ୍ ଖାତା ଦେଖାଯାଉଛି।…