ବାୟୁସେନାରୁ ବିଦାୟ ନେବ ମିଗ୍-୨୧ ଯୁଦ୍ଧ ବିମାନ Ama Tv Sep 20, 2022 0 ନୂଆଦିଲ୍ଲୀ (ଆମ ଟିଭି): ବାୟୁସେନାରୁ ବିଦାୟ ନେବ ମିଗ୍-୨୧ ଯୁଦ୍ଧ ବିମାନ । ମିଗ୍-୨୧ ସ୍କ୍ୱାଡ୍ରନ ସୋର୍ଡ ଆର୍ମସ୍ କୁ ଅବସର ଦେବା ପାଇଁ ପ୍ରସ୍ତୁତ ହେଲାଣି ଭାରତୀୟ ବାୟୁସେନା ।…