ନ୍ୟାଶନାଲ ହେରାଲ୍ଡ ମାମଲା: ୩ଟି ପର୍ଯ୍ୟାୟରେ ୧୨ ଘଣ୍ଟାର ଜେରାରେ ୧୦୦ ପ୍ରଶ୍ନର ସମ୍ମୁଖୀନ ହେଲେ ସୋନିଆ
ନୂଆଦିଲ୍ଲୀ (ଆମ ଟିଭି): ନ୍ୟାଶନାଲ ହେରାଲ୍ଡ ମାମଲାରେ ୩ଟି ପର୍ଯ୍ୟାୟରେ ୧୨ ଘଣ୍ଟାର ଜେରାରେ ୧୦୦ ପ୍ରଶ୍ନର ସମ୍ମୁଖୀନ ହୋଇଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ବହୁ ଚର୍ଚ୍ଚିତ ଏହି…