ଜେଲ୍ ଖାଦ୍ୟ ବିଗାଡିଦେଲା ସିଦ୍ଦୁଙ୍କ ସ୍ବାସ୍ଥ୍ୟ, ଡାକ୍ତରଖାନାରେ ଭର୍ତ୍ତିହେଲେ ପଞ୍ଜାବ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ
ଚଣ୍ଡିଗଡ଼ (ଆମ ଟିଭି): ଜେଲ ଖାଦ୍ୟ ଖାଇବା ଦ୍ବାରା ବିଗିଡିଗଲା ପଞ୍ଜାବ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ନବଜୋତ୍ ସିଂ ସିଦ୍ଦୁଙ୍କ ସ୍ବାସ୍ଥ୍ୟ। ଜେଲରେ ସିଦ୍ଦୁଙ୍କୁ ଖାଇବାକୁ ଦିିଆଯାଇଥିବା…