ରାମଚନ୍ଦ୍ର ପାଉଦେଲ ହେଲେ ନେପାଳର ନୂଆ ରାଷ୍ଟ୍ରପତି Ama Tv Mar 9, 2023 0 ନୂଆଦିଲ୍ଲୀ (ଆମ ଟିଭି): ନେପାଳ ପାଇଲା ନୂଆ ରାଷ୍ଟ୍ରପତି । ନେପାଳ କଂଗ୍ରେସର ନେତା ରାମଚନ୍ଦ୍ର ପାଉଦେଲଙ୍କୁ ନେପାଳର ରାଷ୍ଟ୍ରପତି ଭାବେ ନିର୍ବାଚିତ କରାଯାଇଛି । ରାଷ୍ଟ୍ରପତି ନିର୍ବାଚନରେ…