ବଢୁଛି କରୋନା ଭୟ: ଦେଶରେ xbb 1.5 ନୂଆ ଭାରିଆଣ୍ଟ ଚିହ୍ନଟ Ama Tv Jan 2, 2023 0 ନୂଆଦିଲ୍ଲୀ (ଆମ ଟିଭି): ଦିନକୁ ଦିନ ଉଗ୍ର ହେଉଛି କରୋନା । ନୂଆ ନୂଆ ରୂପରେ ସାମ୍ନାକୁ ଆସୁଛି। ଦେଶରେ ଏକ୍ସବିବି ୧.୫ ନୂଆ ଭ୍ୟାରିଆଣ୍ଟ ଚିହ୍ନଟ ହୋଇଛି। ବର୍ତ୍ତମାନ ପର୍ୟ୍ୟନ୍ତ ବହୁତ ଥର…