CMCର ନୂଆ କମିଶନର ଭାବେ ଦାୟିତ୍ଵ ଗ୍ରହଣ କଲେ ନିଖିଲ ପବନ କଲ୍ୟାଣ
କଟକ(ଆମ ଟିଭି): CMCର ନୂଆ କମିଶନର ଭାବେ କାର୍ଯ୍ୟରେ ଯୋଗଦେଲେ ନିଖିଲ ପବନ କଲ୍ୟାଣ । ସୋମବାର ସୁନ୍ଦରଗଡରୁ ଆସି ଆଜି ସିଏମ୍ସି ଅଫିସରେ କାର୍ଯ୍ୟଭାର ସମ୍ଭାଳିଛନ୍ତି ନିଖିଲ ପବନ କଲ୍ୟାଣ ।…
Recover your password.
A password will be e-mailed to you.