ଆସନ୍ତାକାଲି ନିତୀଶ କୁମାରଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ, କେଉଁ ଦଳକୁ କେତେ ମିଳିବ ମନ୍ତ୍ରୀ ପଦ ଜାଣନ୍ତୁ…
ପାଟନା(ଆମ ଟିଭି): ଆସନ୍ତାକାଲି ଅର୍ଥାତ୍ ଅଗଷ୍ଟ ୧୬ ରେ ବିହାରରେ ନୀତୀଶ କୁମାରଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ। ସୂଚନା ଅନୁସାରେ ମଙ୍ଗଳବାର ୩୧ ଜଣ ମନ୍ତ୍ରୀ ଶପଥ ନେବେ। ଏମାନଙ୍କ ମଧ୍ୟରେ…