ଫରାସୀ ଲେଖିକା ଆନ୍ନି ଏର୍ନାକ୍ସଙ୍କୁ ଚଳିତ ବର୍ଷ ସାହିତ୍ୟରେ ମିଳିବ ନୋବେଲ Ama Tv Oct 6, 2022 0 ନୂଆଦିଲ୍ଲୀ(ଆମ ଟିଭି): ଚଳିତ ବର୍ଷ ପାଇଁ ବିଭିନ୍ନ କ୍ଷେତ୍ର ପାଇଁ ନୋବେଲ ପୁରସ୍କାର ଘୋଷଣା ଜାରି ରହିଛି। ଏହାରି ଭିତରେ ଆଜି ଘୋଷଣା ହୋଇଛି ସାହିତ୍ୟ ପାଇଁ ନୋବେଲ୍ ପୁରସ୍କାର । ଫରାସୀ…