୪ ଦିନିଆ ଦିଲ୍ଲୀ ଗସ୍ତରେ ନବୀନ ପଟ୍ଟନାୟକ: ଦ୍ରୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେ Ama Tv Jul 22, 2022 0 ଭୁବନେଶ୍ୱର (ଆମ ଟିଭି): ଦେଶ ପାଇଲା ୧୫ ତମ ରାଷ୍ଟ୍ରପତି । ପ୍ରଥମ ଥର ପାଇଁ ଜଣେ ମହିଳା ଆଦିବାସୀ ଦେଶର ସର୍ବୋଚ୍ଚ ଆସନରେ ବସିବାକୁ ଯାଉଛନ୍ତି । ସେ ହେଉଛନ୍ତି ଓଡ଼ିଶା ମାଟିର ଝିଅ…