ଏଇ ରବିବାର ସନ୍ଧ୍ୟା ୬:୩୦ ରେ ଦେଖନ୍ତୁ “ଜୀ ସାର୍ଥକ ସଂସାର ଆୱାର୍ଡ୍ସ – ଷଷ୍ଠ ବର୍ଷ’ Ama Tv Oct 19, 2022 0 ଭୁବନେଶ୍ୱର(ଆମ ଟିଭି): ସଫଳତାର ଷଷ୍ଠ ବର୍ଷ ହେବ ଖୁବ୍ ସ୍ମରଣୀୟ ଓ ଧମାକେଦାର୍ । ଆମେ କହୁଛୁ ଜୀ ସାର୍ଥକ ସଂସାର ଆୱାର୍ଡ୍ସର ଷଷ୍ଠ ବାର୍ଷିକୋତ୍ସବ ସମ୍ପର୍କରେ । ଜୀ ସାର୍ଥକ- ଆପଣଙ୍କର, ଆମର…