ଜନ୍ମଦିନରେ ଦେଶକୁ ୮ ଚିତା ବାଘ ଉପହାର ଦେଲେ ମୋଦୀ Ama Tv Sep 17, 2022 0 ଭୋପାଳ(ଆମ ଟିଭି): ସବୁ କଳ୍ପନାଜଳ୍ପନାର ଅବସାନ ଘଟିଲା। ୮ ଆଫ୍ରିକୀୟ ଚିତାଙ୍କ ନୂଆ ଠିକଣା ପାଲଟିଲା ମଧ୍ୟପ୍ରଦେଶ କୁନୋ ନ୍ୟାସନାଲ ପାର୍କ । ଏହି ଚିତା ବାଘଙ୍କୁ ଆଜି ପାର୍କରେ ଛାଡ଼ିଛନ୍ତି…