ପାକିସ୍ତାନ ସଂସଦ ଭବନ ଖାଇବାରେ ମିଳିଲା ଅସରପା: ତାପରେ କ’ଣ ହେଲା ଜାଣନ୍ତୁ ? Ama Tv Jul 31, 2022 0 ଇସଲାମାବାଦ (ଆମ ଟିଭି): ପାକିସ୍ତାନର ସଂସଦ ଗୃହରେ ଅବସ୍ଥିତ ଦୁଇଟି କାଫେଟେରିଆରେ ଦିଆଯାଉଥିବା ଖାଦ୍ୟରେ ଅସରପା ମିଳିବା ପରେ ତାକୁ ସିଲ୍ କରାଯାଇଥିଲା। ଖାଦ୍ୟରେ ଅସରପା ମିଳିବା ନେଇ…