ପତଞ୍ଜଳୀର ଏହି ପ୍ରଡକ୍ଟ ଉପରେ ଲାଗିଲା ରୋକ୍ Ama Tv Nov 11, 2022 0 ଡେରାଡୁନ (ଆମ ଟିଭି): ପତଞ୍ଜଳୀ ଦ୍ରବ୍ୟ ଉପରେ ଲାଗିଲା ରୋକ । ଉତ୍ତରାଖଣ୍ଡ ଆୟୁର୍ବେଦ ଓ ୟୁନାନି ଲାଇସେନସିଂ ଅଥରିଟି ରାମଦେବ ବାବାଙ୍କ ଦିବ୍ୟ ଫର୍ମାସୀଙ୍କୁ ୫ଟି ଔଷଧର ଉତ୍ପାଦନ ତତ୍କାଳ…